Odia Motivations

କୋଇଲି ନିଜ ଭାଷା କହିଥାଏ
ସେଥିପାଇଁ ସ୍ୱାଧୀନ ରହିଥାଏ
କିନ୍ତୁ ଶୁଆ ଅନ୍ୟର ଭାଷା କହିଥାଏ
ସେଥିପାଇଁ ସାରା ଜୀବନ ପିଞ୍ଜରା
ଭିତରେ ରହିଥାଏ !

ନିଜ ଭାଷା
ନିଜ ବିଚାର ଓ
ନିଜ ଉପରେ ବିଶ୍ୱାସ କର
  Odia Greetings   Odia Thoughts